شرح تطبيق Odia Shiva Stuti وكيفية استخدامه
ଜୟ ଭୋଲେନାଥ
ବ୍ରହ୍ମା، ବିଷ୍ଣୁ، ମହେଶ୍ୱର ଏହି ତ୍ରିଦେବଙ୍କ ମଧ୍ୟରୁ ଶ୍ରୀଶିବ (ମହେଶ୍ୱର) ଅନ୍ୟତମ. ବ୍ରହ୍ମାରଜସ ଗୁଣଯୁକ୍ତ، ବିଷ୍ଣୁସତ୍ତ୍ୱ ଗୁଣଯୁକ୍ତ ତଥା ମହେଶ୍ୱର ତାମସ ଗୁଣଯୁକ୍ତ ଅଟନ୍ତି. ବ୍ରହ୍ମା ସୃଷ୍ଟିକର୍ତ୍ତା ଏବଂ ବିଷ୍ଣୁପାଳନ କର୍ତ୍ତା ଏବଂ ଶିବ ସଂହାରକର୍ତ୍ତା ରୂପେ ବିଦିତ ହୁଅନ୍ତି. ଶିବ ବ୍ୟାଘ୍ରଚର୍ମ ପରିଧାନ ପୂର୍ବକ، ଗଳାରେ ସର୍ପମାଳା، ଶରୀରରେ ଭସ୍ମ ବିଲୋପନ ତଥା ହସ୍ତେ ତ୍ରିଶୂଳ ଏବଂ ଡ଼ମ୍ବରୁ ଏବଂ ଶିରରେ ଚନ୍ଦ୍ରଦେବଙ୍କୁ ଧାରଣ କରିଛନ୍ତି. ଶିରର ଜଟାରେ ପବିତ୍ରପାବନ କାରିଣୀ ଗଙ୍ଗାମାତାଙ୍କୁ ଧାରଣ କରିବାର ଅପାର କ୍ଷମତା ବହନ କରିଥାନ୍ତି. ସେ ତ୍ରିନେତ୍ର ଅଟନ୍ତି. ଶ୍ମଶାନ ଯାହାଙ୍କର ନିବାସସ୍ଥଳୀ ଏବଂ ସେ ସର୍ବଦା ଭୁତ، ପିଶାଚଙ୍କ ସଙ୍ଗେ ଭ୍ରମଣ କରୁଥାନ୍ତି. ଭଗବାନ ଶ୍ରୀ ଶିବଙ୍କର ଶ୍ରେଷ୍ଠ ଆଶ୍ରୟ ସ୍ଥଳୀ ହେଲା କୈଳାସ ପର୍ବତ ଯେଉଁଠାରେ ସେ ଗିରିସୁତା ପାର୍ବତୀ، ନନ୍ଦୀ، ଭୃଙ୍ଗୀ ଅନୁଚର ଦ୍ବୟ، ବିଦ୍ୟାଦାତ୍ରୀ ପୁତ୍ର ଶ୍ରୀ ଗଣେଶ ଏବଂ ଷଡାନନ ଶ୍ରୀ କାର୍ତ୍ତିକେୟଙ୍କ ସଙ୍ଗରେ.
.
تنزيل APK الاصدار 2.3 المجانية Free Download
يمكنك تنزيل Odia Shiva Stuti APK 2.3 لـ Android مجاناً Free Download الآن عبر أبك داون مود.